ଚିନ୍ତା ବଢାଉଛି ଡେଙ୍ଗୁ : ରାଜଧାନୀରେ ପ୍ଲେଟଲେଟ୍ ଚାହିଦା ଅଢ଼େଇଗୁଣ ବୃଦ୍ଧି

ଭୁବନେଶ୍ବର : ରାଜଧାନୀରେ ଡେଙ୍ଗୁ ମାଡ଼ି ଚାଲିଥିବାବେଳେ ପ୍ରତିଦିନ ଭିନ୍ନଭିନ୍ନ ଅଞ୍ଚଳରୁ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଆଉ ଅନେକ ଡେଙ୍ଗୁ ଆକ୍ରାନ୍ତଙ୍କ ଶରୀରର ରକ୍ତରେ ପ୍ଲେଟ୍‌ଲେଟ୍ ସଂଖ୍ୟା ଅଚାନକ ହ୍ରାସ ପାଉଥିବାରୁ ରୋଗୀ ଗୁରୁତର ହୋଇଯାଉଛନ୍ତି। ଏଭଳି ସ୍ଥିତିରେ ରୋଗୀଙ୍କୁ ବଞ୍ଚାଇବା ଲାଗି ବାରମ୍ବାର ପ୍ଲେଟ୍‌‌ଲେଟ୍‌ ଦେବାକୁ ପଡ଼ୁଛି। ଏହି କାରଣରୁ ଏମ୍ସ, କ୍ୟାପିଟାଲ ହସ୍ପିଟାଲଠାରୁ ଆରମ୍ଭ କରି ଘରୋଇ ଡାକ୍ତରଖାନା ସବୁଠି ପ୍ଲେଟ୍‌ଲେଟର ଆବଶ୍ୟକତା ପ୍ରାୟ ଅଢ଼େଇ ଗୁଣ … Continue reading ଚିନ୍ତା ବଢାଉଛି ଡେଙ୍ଗୁ : ରାଜଧାନୀରେ ପ୍ଲେଟଲେଟ୍ ଚାହିଦା ଅଢ଼େଇଗୁଣ ବୃଦ୍ଧି